ଉଦ୍ୟୁକ୍ତ Udyukta

  • ସଂ. ବିଣ (ଉଦ୍+ଯୁଜ୍ ଧାତୁ=ଯୋଗ କରିବା+କର୍ତ୍ତୃ. ତ) — ଉଦ୍ଯୋଗବିଶିଷ୍ଟ — Prepared
  • ସଂ. ବିଣ (ଉଦ୍+ଯୁଜ୍ ଧାତୁ=ଯୋଗ କରିବା+କର୍ତ୍ତୃ. ତ) — ଉତ୍ସାହାନ୍ୱିତ; ଉଦ୍ଯୋଗଶୀଳ — Zealously: active
  • ସଂ. ବିଣ (ଉଦ୍+ଯୁଜ୍ ଧାତୁ=ଯୋଗ କରିବା+କର୍ତ୍ତୃ. ତ) — ଯତ୍ନବାନ୍ — Striving; sedulous
  • ସଂ. ବିଣ (ଉଦ୍+ଯୁଜ୍ ଧାତୁ=ଯୋଗ କରିବା+କର୍ତ୍ତୃ. ତ) — ଉତ୍ସୁକ — Eager
  • ସଂ. ବିଣ (ଉଦ୍+ଯୁଜ୍ ଧାତୁ=ଯୋଗ କରିବା+କର୍ତ୍ତୃ. ତ) — ଚେଷ୍ଟିତ — Endeavouring