ଉଦ୍ୟାପିତ Udyāpita

  • ସଂ. ବିଣ (ଉତ୍+ଯା ଧାତୁ ଣିଚ୍=ଯାପି ଧାତୁ+କର୍ମ. ତ) — ପରିସମାପ୍ତ — Brought to a close; accomplished
  • ସଂ. ବିଣ (ଉତ୍+ଯା ଧାତୁ ଣିଚ୍=ଯାପି ଧାତୁ+କର୍ମ. ତ) — ଉଜୁଆଁ ହୋଇଥିବା — Brought to completion said of a vow)