ଉଦ୍ୟାପନ Udyāpana

  • ସଂ. ବି (ଉଦ୍+ଯା ଧାତୁ. ଣିଚ୍=ଯାପି ଧାତୁ+ଭାବ. ଅନ) — ଆରବ୍ଧ ବ୍ରତାଦିର ସମାପନ; ଓଷାଉଜୁଆଁ — The bringing of a vow or ceremony to a close; the completion of a solemn vow
  • ସଂ. ବି (ଉଦ୍+ଯା ଧାତୁ. ଣିଚ୍=ଯାପି ଧାତୁ+ଭାବ. ଅନ) — ଆରବ୍ଧକାର୍ଯ୍ୟର ସମାପନ — The completion of a thing or act