ଉଦ୍ୟାନ Udyāna
- ସଂ. ବି. (ଉଦ୍=ଊର୍ଦ୍ଧ୍ୱ+ଯା ଧାତୁ=ଯିବା+ଅଧିକରଣ. ଅନ) — ବଗିଚା; ଉପବନ — Garden; grove; park
- ସଂ. ବି. (ଉଦ୍=ଊର୍ଦ୍ଧ୍ୱ+ଯା ଧାତୁ=ଯିବା+ଅଧିକରଣ. ଅନ) — କ୍ରୀଡ଼ାବନ — Pleasure-garden
- ସଂ. ବି. (ଉଦ୍=ଊର୍ଦ୍ଧ୍ୱ+ଯା ଧାତୁ=ଯିବା+ଅଧିକରଣ. ଅନ) — (+ଭାବ. ଅନ) ନିଃସରଣ — Bursting forth
- ସଂ. ବି. (ଉଦ୍=ଊର୍ଦ୍ଧ୍ୱ+ଯା ଧାତୁ=ଯିବା+ଅଧିକରଣ. ଅନ) — (+କର୍ମ. ଅନ) ପ୍ରୟୋଜନ — Necessity,
- ଦେ. ପଦ୍ୟ. ବି — ଉଦ୍ଯାପନ — Ending; finishing
- ଦେ. ପଦ୍ୟ. ବି — ଉଦ୍ୟାନ ଏକାଦଶୀ ଦିନ ଦୀପ ଦର୍ଶନ କରି ଆସି। —ଭୂପତି, ପ୍ରେମପଞ୍ଚାମୃତ।