ଉଦ୍ୟାନଖଣ୍ଡ Udyānakhaṇḍa

  • ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମ ଅଞ୍ଚଳରେ ସମୁଦ୍ର କୂଳରେ ଥିବା କ୍ଷୁଦ୍ର ଭୂଖଣ୍ଡ (ଏ ଭୂଖଣ୍ଡରେ ନାନାବିଧ ସୁମିଷ୍ଟ ଫଳ ଜନ୍ମେ। ଏଥିଲାଗି ଏହାକୁ ଗଞ୍ଜାମରେ 'ଉଦ୍ୟାନ' କୁହାଯାଏ।)