ଉଦ୍ୟମଶୀଳ Udyamaṡīḻa

  • ସଂ. ବିଣ. ପୁଂ — ଉଦ୍ଯୋଗୀ; ସଚେଷ୍ଟ — Active
  • ସଂ. ବିଣ. ପୁଂ — ଅଧ୍ୟବସାୟୀ — Persevering
  • ସଂ. ବିଣ. ପୁଂ — ଯୋଗାଡ଼ିଆ — Striving
  • ସଂ. ବିଣ. ପୁଂ — ଉଦ୍ୟମୀ — Prompt