ଉଦ୍ୟମ କରିବା Udyama karibā

  • ଦେ. କ୍ରି — ଉଦ୍ଯୋଗ କରିବା; ଯୋଗାଡ଼ କରିବା; କୌଣସି ଉଦ୍ଦେଶ୍ୟ ସାଧନ କରିବା ଲାଗି ବିଶେଷ ଚେଷ୍ଟା ବା ଯତ୍ନ କରିବା