ଉଦ୍ଭୂତରୂପ Udbhūtarūpa

  • ସଂ.ବି (ଉଦ୍ଭୂତ+ରୂପ) — ସଂଜାତରୂପ; ପ୍ରକାଶିତ ରୂପ; ନୟନଗୋଚର ରୂପ
  • ସଂ.ବିଣ (ବହୁବ୍ରୀହି; ଉଦ୍ଭୂତ ହୋଇଅଛି ରୂପ ଯାହାର) — ଯାହାର ରୂପ ପ୍ରକାଶ ପାଇଅଛି