ଉଦ୍ଭିନ୍ନ Udbhinna

  • ସଂ. ବିଣ (ଉତ୍=ଉପରକୁ+ଭିଦ୍ ଧାତୁ=ଭେଦକରିବା+କର୍ତ୍ତୃ. ତ) — ଫାଟିଯାଇଥିବା — Split; opened
  • ସଂ. ବିଣ (ଉତ୍=ଉପରକୁ+ଭିଦ୍ ଧାତୁ=ଭେଦକରିବା+କର୍ତ୍ତୃ. ତ) — ଗଜୁରିଥିବା, ଅଙ୍କୁରିତ — Sprouted
  • ସଂ. ବିଣ (ଉତ୍=ଉପରକୁ+ଭିଦ୍ ଧାତୁ=ଭେଦକରିବା+କର୍ତ୍ତୃ. ତ) — ଉଦିତ; ପ୍ରକଟିତ — Developed; risen
  • ସଂ. ବିଣ (ଉତ୍=ଉପରକୁ+ଭିଦ୍ ଧାତୁ=ଭେଦକରିବା+କର୍ତ୍ତୃ. ତ) — ଫୁଟୁଥିବା — Fullblown