ଉଦ୍ଭିଦ Udbhida

  • ସଂ. ବି (ଉତ୍=ଉପରକୁ+ଭିଦ ଧାତୁ=ଭେଦ କରିବା+କର୍ତ୍ତୃ. ଅ) — (ଯେ ଭୂମିକୁ ଭେଦକରି ଉପରକୁ ବାହାରେ) ତରୁଲତାଦି; ବୃକ୍ଷାଦି — Plant; vegetation
  • ସଂ. ବି (ଉତ୍=ଉପରକୁ+ଭିଦ ଧାତୁ=ଭେଦ କରିବା+କର୍ତ୍ତୃ. ଅ) — 2 . ଗଜା — 2. ଗଜା—-2. Sprout