ଉଦ୍ବିଗ୍ନ Udbigna

  • ସଂ. ବିଣ. (ଉତ୍+ବିଜ ଧାତୁ=ଭୟ କରିବା+କର୍ତ୍ତୃ. ତ) — ଉତ୍କଣ୍ଠିତ — Anxious; uneasy
  • ସଂ. ବିଣ. (ଉତ୍+ବିଜ ଧାତୁ=ଭୟ କରିବା+କର୍ତ୍ତୃ. ତ) — କ୍ଷୁଭିତ — Troubled; dejected; perplexed