ଉଦ୍ବାସ୍ତୁ Udbāstu

  • ସଂ. ବି. (ଉତ୍+ବାସ୍ତୁ=ଗୃହସୀମା) — ଘରବାଡ଼ିର ଚାରିପାଖ ଜମି
  • ଦେ. ବିଣ — ନିଜ ଘରବାଡ଼ିରୁ ବେଦଖଲ କରାଯାଇଥିବା