ଉଦ୍ବର୍ତ୍ତନ Udbarttana

  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — ଗନ୍ଧାଦିଦ୍ୱାରା ଗାତ୍ରମାର୍ଜନ; ବିଲେପନ — Anointing; rubbing the body with perfumes or unguent
  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — ଓଲଟପାଲଟ କରିବା — Turning over
  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — ଆଉଟିବା — Stirring
  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — ଉତ୍ପାତନ; ଉପରକୁ ଉଠିବା — Going up; rising
  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — ବଳିପଡ଼ିବା — Standing in excess
  • ସଂ. ବି. (ଉତ୍=ଉପରେ+ବୃତ୍ ଧାତୁ=ଲେପନ କରିବା+ଭାବ. ଅନ) — (ଉତ୍+ବୃତ ଧାତୁ; ଣିଚ୍=ବଳିପଡ଼ିବା+କରଣ. ଅନ) ବିଲେପନ ଦ୍ରବ୍ୟ — Ointment; unguent