ଉଦ୍ବମିତ Udbamita

  • ସଂ. ବିଣ. (ଉତ୍+ବମିତ) — ଉଦ୍ଗୀର୍ଣ୍ଣ; ବାନ୍ତି କରାଯିବା
  • ସଂ. ବିଣ. (ଉତ୍+ବମିତ) — ହାକୁଟି ମାରୁଥିବା — Belching