ଉଦ୍ବନ୍ଧନ Udbandhana

  • ସଂ. ବି. (ଉତ୍+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅନ) — 1 . ଦଉଡ଼ିଦ୍ୱାରା ଉପରୁ ଝୁଲାଇବା; ଟାଙ୍ଗିବା— — 1. ଦଉଡ଼ିଦ୍ୱାରା ଉପରୁ ଝୁଲାଇବା; ଟାଙ୍ଗିବା
  • ସଂ. ବି. (ଉତ୍+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅନ) — ବେକରେ ଦଉଡ଼ା ଲଗାଇ ଝୁଲିବା — Hanging by the neck
  • ସଂ. ବି. (ଉତ୍+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅନ) — ଅପରାଧୀର ଗଳାରେ ଫାଶି ଲଗାଇବା — The hanging of a criminal(ଯଥା —ଉଦ୍ବନ୍ଧନ ମୃତ୍ୟୁ=ଦଉଡ଼ି ଲଗାଇ ମରିବା; ରାଜାଜ୍ଞାରେ ଅପରାଧରେ ଫାଶି ପାଇବାଦ୍ୱାରା ମୃତ୍ୟୁ)
  • ସଂ. ବି. (ଉତ୍+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅନ) — (ଯଥା —ଉଦ୍ବନ୍ଧନ ମୃତ୍ୟୁ=ଦଉଡ଼ି ଲଗାଇ ମରିବା; ରାଜାଜ୍ଞାରେ ଅପରାଧରେ ଫାଶି ପାଇବାଦ୍ୱାରା ମୃତ୍ୟୁ)