ଉଦ୍ବନ୍ଧକ Udbandhaka

  • ସଂ. ବି. (ଉତ୍=ଅଧିକ+ବନ୍ଧ ଧାତୁ=ବାନ୍ଧିବା+କର୍ତ୍ତୃ. ଅକ) — ବର୍ଣ୍ଣସଙ୍କର ଜାତିବିଶେଷ
  • ସଂ. ବି. (ଉତ୍=ଅଧିକ+ବନ୍ଧ ଧାତୁ=ବାନ୍ଧିବା+କର୍ତ୍ତୃ. ଅକ) — ଧୋବା — Washerman