ଉଦ୍ବଦ୍ଧ Udbaddha

  • ସଂ. ବିଣ. (ଉତ୍=ଉପରେ; ବୈପରୀତ୍ୟ+ବନ୍ଧ ଧାତୁ=ବାନ୍ଧିବା+କର୍ମ.ତ) — ଊର୍ଦ୍ଧ୍ୱରେ ବଦ୍ଧ; ଟଙ୍ଗା ହୋଇଥିବା — Tied up or upward
  • ସଂ. ବିଣ. (ଉତ୍=ଉପରେ; ବୈପରୀତ୍ୟ+ବନ୍ଧ ଧାତୁ=ବାନ୍ଧିବା+କର୍ମ.ତ) — ବନ୍ଧନଭ୍ରଷ୍ଟ — Freed from a bond