ଉଦ୍ଧୃଷ୍ଟ Uddhṛushta

  • ସଂ. ବିଣ (ଉତ୍=ଅତ୍ୟନ୍ତ+ହୃଷ୍ଟ) — ଅତି ହୃଷ୍ଟ — Overjoyed
  • ସଂ. ବିଣ (ଉତ୍=ଅତ୍ୟନ୍ତ+ହୃଷ୍ଟ) — ରୋମାଞ୍ଚିତ — With hair standing on end