ଉଦ୍ଧୃତ Uddhṛuta

  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — ପୁନର୍ବାର ଅଧିକୃତ — Recovered; regained
  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — ଉତ୍ଥାପିତ — Placed on
  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — ସମାଜରେ ଗୃହୀତ — Admitted to society
  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — ଉତ୍ତୋଳିତ — Lifted up; taken up; picked up
  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — (ଉତ୍+ହୃ ଧାତୁ+କର୍ମ. ତ) ଉନ୍ମୋଚିତ — Released; delivered; redeemed
  • ସଂ. ବିଣ. (ଉତ୍+ଧୃ ଧାତୁ=ଧରିବା+କର୍ମ. ତ) — କୌଣସି କଥିତ ବା ଲିଖିତ ବିଷୟରୁ ସଂଗୃହୀତ