ଉଦ୍ଧୂଷଣ Uddhūshaṇa

  • ସଂ. ବି (ଉତ୍+ଧୂଷ୍ ଧାତୁ=ରୋମାଞ୍ଚହେବା+ଭାବ. ଅନ) — ରୋମାଞ୍ଚ; ପୁଲକୋଦ୍ଗମ
  • ସଂ. ବିଣ — (+କର୍ତ୍ତୃ. ଅନ) ରୋମାଞ୍ଚିତ — Having the hair standing on end
  • ସଂ. ବିଣ — ପୁଲକିତ — Delighted