ଉଦ୍ଧାର Uddhāra
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ଉତ୍ତୋଳନ — Lifting up; pulling out
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — (ହୃ ଧାତୁ=ନେବା; ହରଣ କରିବା+ଭାବ ଅ) ମୋଚନ; ପରିତ୍ରାଣ — Rescue; deliverance
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ମୁକ୍ତି — Release
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ନଷ୍ଟ ବସ୍ତୁର ପ୍ରାପ୍ତି — Recovery (of something lost.)
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ସମାଜଚ୍ୟୁତ ବ୍ୟକ୍ତିର ସମାଜରେ ପ୍ରବେଶ — Admission of an excommunicated person into society
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ଲିଖିତ ବା କଥିତ ବିଷୟର କେତେକ ଅଂଶର ପୁନଃ ପ୍ରକାଶ — Extract from a writing or a book
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — (+ହୃ ଧାତୁ+କର୍ମ. ଅ) ଅର୍ଥପ୍ରୟୋଗ; ଋଣବ୍ୟବହାର — Loan business; usury
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ବନ୍ଧକ ବସ୍ତୁକୁ ମୁକୁଳାଇବା — Redemption of a pledge
- ସଂ. ବି. (ଉତ୍+ଧୃ ଧାତୁ=ଧରିବା+ଭାବ. ଅ) — ଭାଗ — Portion
- ଦେ. ବିଣ — ଉଦ୍ଧାରକାରୀ — Delivering
- ଦେ. ବିଣ — ତୁ ନାଥ ସଂସାର ଉଦ୍ଧାର। —ଜଗନ୍ନାଥ, ଭାଗବତ।