ଉଦ୍ଧାରଣ Uddhāraṇa

  • ଦେ. ବି (ସଂ. ଉଦ୍ଧରଣ) — ଉଦ୍ଧରଣ (ଦେଖ)
  • ଦେ. ବିଣ — ଉଦ୍ଧାରକ — Delivering
  • ଦେ. ବିଣ — ସେ ନାରାୟଣ ପ୍ରଭୁ ଜଗତର ପତି, ଜଗତର ଉଦ୍ଧାରଣ ତୁ ସେ ଦାଶରଥି। —ବଳରାମ ରମାୟଣ, ଆଦି।