ଉଦ୍ଧାରିବା Uddhāribā

  • ଦେ. କ୍ରି — ଉଦ୍ଧାର କରିବା — To deliver a man from a calamity
  • ଦେ. କ୍ରି — ମୁକ୍ତ କରିବା — To release
  • ଦେ. କ୍ରି — ଟେକି ଧରିବା — To hold up
  • ଦେ. କ୍ରି — ନବବରଷ ଊଣାକାଳୁ ତ ଅଛି ଜଣା, ନଖାଗ୍ରେ ଉଦ୍ଧାରିଲା ଗୋବର୍ଦ୍ଧନ —କବିସୂର୍ଯ୍ୟ, କିଶୋରୀଚମ୍ପୂ ନ. ଗୀତ।