ଉଦ୍ଦ୍ୟୋତ Uddyota

  • ସଂ. ବି (ଉତ୍+ଦ୍ୟୁତ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରକାଶ — Exhibition; manifestation
  • ସଂ. ବି (ଉତ୍+ଦ୍ୟୁତ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଆତପ; ଖରା — The sun's rays