ଉଦ୍ଦ୍ରାବ Uddrāba

  • ସଂ. ବି (ଉତ୍+ଦ୍ରୁ ଧାତୁ=ଗମନ କରିବା+ଭାବ. ଅ) — ଦ୍ରୁତ ବେଗରେ ଗମନ — Quick motion
  • ସଂ. ବି (ଉତ୍+ଦ୍ରୁ ଧାତୁ=ଗମନ କରିବା+ଭାବ. ଅ) — ପଳାୟନ — Fleeing
  • ସଂ. ବି (ଉତ୍+ଦ୍ରୁ ଧାତୁ=ଗମନ କରିବା+ଭାବ. ଅ) — ଅସ୍ଥିରତା — Restlessness