ଉଦ୍ଦେଶ୍ୟ Uddeṡya

  • ସଂ. ବି. (ଉତ୍+ଦିଶ୍ ଧାତୁ+କର୍ମ. ଯ) — ଯେଉଁ ଶେଷଫଳ ପ୍ରତି ଦୃଷ୍ଟି ରଖି କୌଣସି କାର୍ଯ୍ୟ କରାଯାଏ; ଲକ୍ଷ୍ୟ; ଯାହା ଲକ୍ଷ୍ୟ କରା ଯାଇଥାଏ — Aim; purpose; object; end in view
  • ସଂ. ବି. (ଉତ୍+ଦିଶ୍ ଧାତୁ+କର୍ମ. ଯ) — ତାତ୍ପର୍ଯ୍ୟ — Purport
  • ସଂ. ବି. (ଉତ୍+ଦିଶ୍ ଧାତୁ+କର୍ମ. ଯ) — ଅଭିପ୍ରାୟ — Intention
  • ସଂ. ବି. (ଉତ୍+ଦିଶ୍ ଧାତୁ+କର୍ମ. ଯ) — ଅଭିସନ୍ଧି — Hidden aim; secret motive
  • ସଂ. ବିଣ — ଅଭିପ୍ରେତ — Intended; aimed at