ଉଦ୍ଦେଶିବା Uddeṡibā

  • ଦେ. ପଦ୍ୟ. କ୍ରି (ସଂ. ଉଦ୍ଦେଶ) — ଲକ୍ଷ୍ୟ କରିବା — To aim at
  • ଦେ. ପଦ୍ୟ. କ୍ରି (ସଂ. ଉଦ୍ଦେଶ) — ଭୀମେ ଉଦ୍ଦେଶିଣ ବାଣ ବିନ୍ଧିଲେ ସବଳେ —ମଧୁସୂଦନ, ଛାନ୍ଦମାଳା।
  • ଦେ. ପଦ୍ୟ. କ୍ରି (ସଂ. ଉଦ୍ଦେଶ) — ଖୋଜିବା; ଅନୁସନ୍ଧାନ କରିବା — To search after; to Seek
  • ଦେ. ପଦ୍ୟ. କ୍ରି (ସଂ. ଉଦ୍ଦେଶ) — ଘୋଡ଼ାକୁ ଉଦ୍ଦେଶିଣ ମହୀରେ ବୁଲିଲେ —କୃଷ୍ଣସିଂହ ମହାଭାରତ, ବନ।