ଉଦ୍ଦୀପିତ Uddīpita

  • ସଂ. ବିଣ (ଉତ୍+ଦୀପ ଧାତୁ. ଣିଚ୍+କର୍ମ. ତ) — ଉତ୍ତେଜିତ — Excited; inflamed; animated
  • ସଂ. ବିଣ (ଉତ୍+ଦୀପ ଧାତୁ. ଣିଚ୍+କର୍ମ. ତ) — ପ୍ରଜ୍ଜ୍ୱଳିତ — Inflamed; illuminated; lighted
  • ସଂ. ବିଣ (ଉତ୍+ଦୀପ ଧାତୁ. ଣିଚ୍+କର୍ମ. ତ) — ପରିବର୍ଦ୍ଧିତ — Aggravated
  • ସଂ. ବିଣ (ଉତ୍+ଦୀପ ଧାତୁ. ଣିଚ୍+କର୍ମ. ତ) — ପ୍ରକାଶିତ — Manifested
  • ସଂ. ବିଣ (ଉତ୍+ଦୀପ ଧାତୁ. ଣିଚ୍+କର୍ମ. ତ) — ଉଜ୍ଜ୍ୱଳିତ — Brightened