ଉଦ୍ଦିଷ୍ଟ Uddishṭa
- ସଂ. ବିଣ (ଉଦ୍=ଉପରେ+ଦିଶ୍=ଆଦେଶ କରିବା; ଦାନ କରିବା+କର୍ମ. ତ) — — 1 । ଲକ୍ଷ୍ୟୀକୃତ — 1 ଲକ୍ଷ୍ୟୀକୃତ—1. Aimed at
- ସଂ. ବିଣ (ଉଦ୍=ଉପରେ+ଦିଶ୍=ଆଦେଶ କରିବା; ଦାନ କରିବା+କର୍ମ. ତ) — ଉପଦିଷ୍ଟ — Advised
- ସଂ. ବିଣ (ଉଦ୍=ଉପରେ+ଦିଶ୍=ଆଦେଶ କରିବା; ଦାନ କରିବା+କର୍ମ. ତ) — ଅଭିପ୍ରେତ — Intended; designed
- ସଂ. ବିଣ (ଉଦ୍=ଉପରେ+ଦିଶ୍=ଆଦେଶ କରିବା; ଦାନ କରିବା+କର୍ମ. ତ) — ଯାହାର ଅନୁସନ୍ଧାନ କରାଯାଇଅଛି — Inquired after; investigated
- ସଂ. ବିଣ (ଉଦ୍=ଉପରେ+ଦିଶ୍=ଆଦେଶ କରିବା; ଦାନ କରିବା+କର୍ମ. ତ) — ଯାହା ବିଷୟ ବୋଲା ଯାଇଅଛି; ଉଲ୍ଲିଖିତ — Mentioned; referred to