ଉଦ୍ଦଣ୍ଡ Uddaṇḍa
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ଉତ୍କଟଦଣ୍ଡଧାରୀ; ଲଗୁଡ଼ଧାରୀ; ଠେଙ୍ଗା ଧରିବା ବ୍ୟକ୍ତି; ଲାଠିଆଳ — Bearing a lethal weapon
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ଅବାଧ୍ୟ; ଅମାନିଆ — Disobedient; insubordinate
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ଅଶାସ୍ୟ — Unruly; uncontrollable
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ପ୍ରତାପାନ୍ୱିତ; ପ୍ରବଳପରାକ୍ରାନ୍ତ — Very powerful
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ସିଧା; ସରଳ — Straight
- ସଂ. ବିଣ. ପୁଂ. (ଉତ୍=ଉତ୍କଟ+ଦଣ୍ଡ) — ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ। ଲମ୍ବେ ଉଦ୍ଦଣ୍ଡ ଭୁଜ ଦୁଇ। —ଜଗନ୍ନାଥ, ଭାଗବତ
- ଦେ. ବିଣ — ଉଦଣ୍ଡ (ଦେଖ)