ଉଦ୍ଗ୍ରହଣ Udgrahaṇa

  • ସଂ. ବି. (ଉତ୍=ଉପରଆଡ଼ୁ+ଗ୍ରହ ଧାତୁ=ଗ୍ରହଣ କରିବା+ଭାବ. ଅନ) — — 1 । ଗ୍ରହଣ — 1 ଗ୍ରହଣ
  • ସଂ. ବି. (ଉତ୍=ଉପରଆଡ଼ୁ+ଗ୍ରହ ଧାତୁ=ଗ୍ରହଣ କରିବା+ଭାବ. ଅନ) — ଗିଳନ ବା ଗିଳିବା — Devouring