ଉଦ୍ଗୀର୍ଣ୍ଣ Udgīrṇṇa

  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ବମିତ; ବାନ୍ତି କରାଯାଇଥିବା — Vomited; emitted; cast off
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ଉଚ୍ଚାରିତ; — Uttered
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ରାନ୍ତ (ଯେଉଁ ବାକ୍ୟ ବା ଉଚ୍ଚାରଣର ଶେଷରେ 'ର' ଥାଏ) — A sound or word ending with 'Ra'
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ଉତ୍ଥିତ; ନିର୍ଗତ — Risen
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ପ୍ରତିବିମ୍ବିତ — Reflected
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ବୋଳା ଯାଇଥିବା; ଅନୁରଞ୍ଜିତ — Overlaid as with a layer; besmeared
  • ସଂ. ବି. (ଉଦ୍=ବିପରୀତ+ନୃଧାତୁ=ଗିଳିବା+କର୍ମ. ତ) — ଅନୁବିଦ୍ଧ — Pierced through