ଉଦ୍ଗିରଣ Udgiraṇa

  • ସଂ. ବି. (ଉଦ୍=ବିପରୀତ+ଗୃ ଧାତୁ=ଭୋଜନ କରିବା+ଭାବ. ଅନ) — ଉଚ୍ଚାରଣ — Pronunciation
  • ସଂ. ବି. (ଉଦ୍=ବିପରୀତ+ଗୃ ଧାତୁ=ଭୋଜନ କରିବା+ଭାବ. ଅନ) — ବମନ — Vomiting
  • ସଂ. ବି. (ଉଦ୍=ବିପରୀତ+ଗୃ ଧାତୁ=ଭୋଜନ କରିବା+ଭାବ. ଅନ) — ଥୁକିବା — Slavering; spitting out
  • ସଂ. ବି. (ଉଦ୍=ବିପରୀତ+ଗୃ ଧାତୁ=ଭୋଜନ କରିବା+ଭାବ. ଅନ) — ହାକୁଟି ମାରିବା — Belching
  • ସଂ. ବି. (ଉଦ୍=ବିପରୀତ+ଗୃ ଧାତୁ=ଭୋଜନ କରିବା+ଭାବ. ଅନ) — (+କର୍ମ. ଅ) ବଡ଼ିଶ — Fishing hook