ଉଦ୍ଗାତା Udgātā

  • ସଂ. ବିଣ ପୁଂ. (ଉଦ୍=ଉଚ୍ଚୈଃ+ଗୈ ଧାତୁ=ଗାଇବା+ କର୍ତ୍ତୃ. ତୃ. 1 ମା. 1 ବ) — —ଉଚ୍ଚସ୍ୱରରେ ଗାନକର୍ତ୍ତା
  • ସଂ. ବି. — ସାମବେଦଗାୟକ — A recitor of the hymns of the sāma Beda
  • ସଂ. ବି. — ଏକ ଶ୍ରେଣୀ ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ — The title of a class of Brāhmaṇas