ଉଦ୍ଗମନୀୟ Udgamanīya

  • ସଂ. ବିଣ. (ଉତ୍+ଗମ୍ ଧାତୁ+କର୍ମ. ଅନୀୟ) — 1 . ଆରୋହଣୀୟ —1. To be mounted up. — 1. ଆରୋହଣୀୟ —1. To be mounted up
  • ସଂ. ବିଣ. (ଉତ୍+ଗମ୍ ଧାତୁ+କର୍ମ. ଅନୀୟ) — 2 . ପରିଷ୍କୃତ — 2. ପରିଷ୍କୃତ—-2. Cleansed (M.W.)
  • ସଂ. ବି — ଧୌତ ଓ ପରିଷ୍କୃତ ବସ୍ତ୍ରଯୁଗଳ