ଉଦୁବେଳ Udubeḻa
- ଗ୍ରା. ପଦ୍ୟ. ବି. (ସଂ. ଉଦ୍ବେଳ) — ନିର୍ଦ୍ଦିଷ୍ଟ ବା ଧାର୍ଯ୍ୟ କାଳରୁ ବଳି ଯାଇଥିବା କାଳ — Time beyond a fixed time
- ଗ୍ରା. ପଦ୍ୟ. ବି. (ସଂ. ଉଦ୍ବେଳ) — ବେଳକୁ ବେଳ ଆସି ହେଲା ଉଦୁବେଳ —କୃଷ୍ଣସିଂହ ମହାଭାରତ, ସଭା।
- ଗ୍ରା. ପଦ୍ୟ. ବି. (ସଂ. ଉଦ୍ବେଳ) — (ଲକ୍ଷଣାର୍ଥ) ମନ୍ଦକାଳ; ଦୁଷ୍କାଳ — Bad or improper time