ଉଦୁଣ୍ଡର Uduṇḍara

  • ପ୍ରାଦେ. (ଗଞ୍ଜାମ) ବି. — ଖଚୁଆ, ରାଜାଙ୍କ ଗୁପ୍ତଚର—
  • ପ୍ରାଦେ. (ଗଞ୍ଜାମ) ବି. — [ଦ୍ର—ପୂର୍ବେ ରାଜାମାନେ ନିଜ ନିଜ ରାଜ୍ୟରେ ଏମାନଙ୍କୁ ନିଯୁକ୍ତ କରୁଥିଲେ ଓ ଏମାନେ ଗ୍ରାମେ ଗ୍ରାମେ ବୁଲି ଲୋକଙ୍କ ନାମରେ ରାଜାଙ୍କ ଆଗରେ ମିଛ ଖଚ କହୁଥିଲେ।]