ଉଦୁଗାର ଆସିବା Udugāra āsibā

  • ଗ୍ରା. ବି;- — ବାନ୍ତିମାଡ଼ିବା
  • ଗ୍ରା. ବି;- — ଯେବଣ ସୁସ୍ୱାଦୁ ପକ୍ୱ ଫଳେ ମନ ତୋଷି, ସେ ଫଳ ଦେଖିଲେ ଏବେ ଉଦୁଗାର ଆସି —ପ୍ରାଚୀ, , ରହସ୍ୟମଞ୍ଜରୀ।