ଉଦିଆଖାଇ Udiākhāi

  • ଗ୍ରା. ବିଣ. ସ୍ତ୍ରୀ — (ଗାଳିରେ ବ୍ୟବହୃତ) ବୟସ ମକମକେଈ; ଯେଉଁ ସ୍ତ୍ରୀ ନିଜର ଯୌବନ ଓ ଯୌବନଜନିତ ସୌନ୍ଦର୍ଯ୍ୟରେ ଗର୍ବ ପ୍ରକାଶ କରେ