ଉଦାହୃତ Udāhṛuta

  • ସଂ. ବିଣ. (ଉତ୍+ଆ+ହୃ+କର୍ମ.ତ) — ଦୃଷ୍ଟାନ୍ତଦ୍ୱାରା ବର୍ଣ୍ଣିତ — Illustrated by example; exemplified
  • ସଂ. ବିଣ. (ଉତ୍+ଆ+ହୃ+କର୍ମ.ତ) — ଦୃଷ୍ଟାନ୍ତରୂପେ କଥିତ ବା ଉଲ୍ଲିଖିତ — Cited as an example
  • ସଂ. ବିଣ. (ଉତ୍+ଆ+ହୃ+କର୍ମ.ତ) — ବର୍ଣ୍ଣିତ; ଉଲ୍ଲିଖିତ — Described; named
  • ସଂ. ବିଣ. (ଉତ୍+ଆ+ହୃ+କର୍ମ.ତ) — ଉଚ୍ଚାରିତ — Pronounced; mentioned