ଉଦାହରଣ Udāharaṇa
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — ଦୃଷ୍ଟାନ୍ତ; ନିଦର୍ଶନ — Example
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — ଆଲୋଚ୍ୟ ବା କଥିତ ବିଷୟର ସମର୍ଥନାର୍ଥ ଅନ୍ୟ ପ୍ରୟୋଗର ଉଲ୍ଲେଖ — Illustration
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — (ନ୍ୟାୟ) କୌଣସି ପ୍ରତିଜ୍ଞାର ସମର୍ଥକ ପ୍ରୟୋଗ — (Logic) One of the five modes of a syllogistic reasoning
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — କଥନ — Saying
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — ବର୍ଣ୍ଣନ — Description
- ସଂ. ବି. (ଉତ୍=ଉତ୍କୃଷ୍ଟ+ଆ+ହୃ+ଭାବ. ଅନ) — ସନ୍ଦର୍ଭ; ପ୍ରବନ୍ଧ — Essay; discourse