ଉଦାସ୍ଥିତ Udāsthita
- ସଂ. ବି. (ଉତ୍=ଉପରେ+ଆ+ସ୍ଥା ଧାତୁ+କର୍ମ.ତ) — ଚର — Messenger; spy
- ସଂ. ବି. (ଉତ୍=ଉପରେ+ଆ+ସ୍ଥା ଧାତୁ+କର୍ମ.ତ) — ଦ୍ୱାରପାଳ — Door-keeper
- ସଂ. ବି. (ଉତ୍=ଉପରେ+ଆ+ସ୍ଥା ଧାତୁ+କର୍ମ.ତ) — ଅଧ୍ୟକ୍ଷ — Master
- ସଂ. ବି. (ଉତ୍=ଉପରେ+ଆ+ସ୍ଥା ଧାତୁ+କର୍ମ.ତ) — ନଷ୍ଟସନ୍ନ୍ୟାସଧର୍ମ ପରିବ୍ରାଜକ — A mendicant who has infringed his vow
- ସଂ. ବିଣ — ଉଦ୍ବର୍ତ୍ତପ୍ରାପ୍ତ ବା ଓଲଟା — Inversed