ଉଦାସିତା Udāsitā

  • ସଂ. ବିଣ. ପୁଂ (ଉତ୍=ଉପରେ+ଅସ୍ ଧାତୁ=ଉପବେଶନ କରିବା+କର୍ତ୍ତୃ. ତୃ; 1 ମା. 1 ବ) — —ଉଦାସୀନ (ଦେଖ)
  • ସଂ. ବି (ଉଦାସିନ୍+ଭାବ. ତା) — ବୈରାଗ୍ୟ