ଉଦାରସଂଜ୍ଞକ Udārasaṁjn̄aka

  • ସଂ. ବି. (ଉଦାର+ସମପୂର୍ବକ ଜ୍ଞା ଧାତୁ+ଅକ) — ଦ୍ୱ୍ୟର୍ଥବୋଧକ — Ambiguous; of double meaning
  • ସଂ. ବି. (ଉଦାର+ସମପୂର୍ବକ ଜ୍ଞା ଧାତୁ+ଅକ) — ଯାହାର ଅର୍ଥ ସନ୍ଦେହଜନକ — Of doubtful meaning (Ganguly. students; Dictionary.)