ଉଦାରମନା Udāramanā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଉଦାର+ମନଃ) — ସରଳହୃଦୟ (ବ୍ୟକ୍ତି) — Of a sincere nature or heart
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଉଦାର+ମନଃ) — ଅକପଟ — Frank
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଉଦାର+ମନଃ) — ମହାନ୍ — High-minded; noble
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଉଦାର+ମନଃ) — ବଦାନ୍ୟ — Generous