ଉଦାବୁଲିବା Udābulibā

  • ଦେ. କ୍ରି — ବିନାରକ୍ଷକରେ ଗୋରୁମାନେ ବୁଆ ଧାନ ଖାଇବା ପାଇଁ ବୁଲିବା
  • ଦେ. କ୍ରି — (ଲକ୍ଷଣାର୍ଥ) ବିନାରକ୍ଷକରେ ବା ସ୍ୱାଧୀନଭାବରେ ବିଚରଣ କରିବା — To roam freely without any one to look after