ଉଦା ଖାଇବା Udākhāibā
- ଦେ. କ୍ରି — ବିନା ବ୍ୟୟରେ ଭୋଜନ କରିବା — To eat gratis
- ଦେ. କ୍ରି — ପର ଘରେ ଭୋଜି ଖାଇବା — To partake of a feast at another's house
- ଦେ. କ୍ରି — (ଗୋରୁ) ଉଠଆ ଖାଇବା; ବୁଆ ଧାନ ଖାଇବା — To nibble the tender paddy-plants.(said of cattle)
- ଦେ. କ୍ରି — (said of cattle)