ଉଦଶ୍ୱିତ Udaṡwita

  • ସଂ. ବି. (ଉଦ=ଜଳ+ଶ୍ୱିଧାତୁ=ବୃଦ୍ଧି ପାଇବା+କର୍ତ୍ତୃ; କ୍ୱିପ୍) — ଅର୍ଧେକ ଜଳ ମିଶି ଥିବା ଦହି; ତକ୍ର; ଘୋଳଦହି; ଘୋଳ