ଉଦର୍ଚ୍ଚିଃ Udarchchiḥ

  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — ପ୍ରଜ୍ଜଳିତ; ଉଦ୍ଗତଶିଖ (ଅଗ୍ନି) — Burning with a flame; flaming (fire)
  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — ଉଜ୍ଜଳ ପ୍ରଭାବିଶିଷ୍ଟ; ଜକ୍ଜକ୍ କରୁଥିବା — Dazzling
  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — ବି—
  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — ଅଗ୍ନି — Fire
  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — ଶିବ — Ṡiba
  • ସଂ. ବିଣ. (ବହୁବ୍ରୀହି; ଉତ୍=ଉଦ୍ଗତ+ଅର୍ଚ୍ଚିସ୍=ପ୍ରଭା) — (ଉତ୍କୃଷ୍ଟ କାନ୍ତି ଥିବାରୁ) କନ୍ଦର୍ପ — Cupid