ଉଦରମ୍ଭରି Udarambhari

  • ସଂ. ବିଣ. (ଉଦରଂ=ପେଟକୁ+ଭୃ ଧାତୁ=ପୂରଣ କରିବା+କର୍ତ୍ତୃ. ଇ) — ଆପଣାର ଉଦର ପୂରାଇବାକୁ ବ୍ୟଗ୍ର; ଔଦରିକ; ପେଟୁ